ଆମେରିକାରେ ଚାଲନ୍ତୁ ଦର୍ଶନକରିବା ହନୁମାନ,ଶିବ ମନ୍ଦିର|ଦେଖିବା ସାଙ୍ଗମାନଙ୍କ ସହ ମୋ Fun|Odia Beauty & Lifestyle

  • ସାଙ୍ଗମାନେ ଚାଲନ୍ତୁ ଆଜି ସଙ୍କଟ ମୋଚନ ମହାବୀର ହନୁମାନଙ୍କ ଦର୍ଶନ କରିବା ଆଉ ତାଙ୍କ ଆଶିଷ ନେଇଯିବା ... ତାପରେ ମୋ ସାଙ୍ଗମାନଙ୍କ ସହ ଭେଟିବା, Paradise ରୁ ବିରିୟାନୀ ଖାଇବା ଆଉ Enjoy କରିବା ଏ weekend କୁ.. ହଁ ସାଙ୍ଗମାନେ ଭିଡ଼ିଓ ଦେଖିଲା ପରେ ଆପଣଙ୍କ weekend କେମିତି କଟିଲା comment କରିବାକୁ ଜମା ଭୁଲିବେନି...
    ମୋ Channel ରେ Publish ହେଉଥିବା Videos ସବୁ ମୋର Creativity, କିନ୍ତୁ Professional Advice ନୁହଁ . ମୁଁ ସବୁ ନିଜ ଉପରେ Apply କରି ଦେଖଉଛି. ଯେମିତିକି ଯଦି ମୁଁ Skincare ଉପରେ କିଛି ଭିଡ଼ିଓ କରିଛି ସେଇଟା ମୁଁ ମୋ ନିଜ skin ରେ Apply କରିଛି, ସେମିତି Diet ଉପରେ ହେଇଥିବା ଭିଡ଼ିଓ ରେ ମୁଁ ନିଜେ Diet କରି ଦେଖଉଚି. ଯେହେତୁ ମୁଁ କୌଣସି Export ନୁହଁ ଆପଣମାନେ ମୋ ଭିଡ଼ିଓ କୁ "General Purpose" ହିସାବ ରେ ନିଅନ୍ତୁ & Hopefully ଆପଣମାନେ ମୋ ଭିଡ଼ିଓ କୁ ଭଲ ପାଇବେ, ରହୁଛି ନମସ୍କାର ...ଜୟ ଜଗନ୍ନାଥ ...
    If you have interest in cooking you can follow my Cooking channel, "Ritu's Rosei" : www.youtube.com/c/RitusRosei
    To checkout my Earlier Videos Please visit : www.youtube.com/c/OdiaBeautyLifestyle
    If you Like this Video Please Like, Share & Subscribe to my Channel "Odia Beauty & Lifestyle"
    Please follow me in
    FB# www.facebook.com/rashmita.nanda.589
    Instagram# www.instagram.com/rashmita.2629/
    Website# www.odiabeautyandlifestyle.in
    www.odiabeautyandlifestyle.com/
    Please Don't Use My Name, My Channel Name or Video Content anywhere in your Video without my Consent...
    #OdiaVloggerRitu #OdiaVloggerRashmita #OdiaYouTuberRitu #OdiaYouTuberRashmita #OdiaBeautyAndLifestyle #OdiaBeauty&Lifestyle #FirstOdiaNRIVlogger

    Category : Beauty & Fashion

    #ଆମେରିକାରେ#ଚାଲନ୍ତୁ#ଦର୍ଶନକରିବା#ହନୁମାନ#ଶିବ#ମନ୍ଦିର#ଦେଖିବା#ସାଙ୍ଗମାନଙ୍କ#ସହ#ମୋ#fun#odia#beauty#amp#lifestyle

    0 Comments and 0 replies
arrow_drop_up